Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ghanashyam Biswal

Inspirational

3  

Ghanashyam Biswal

Inspirational

ଯନ୍ତ୍ର ମାନବ

ଯନ୍ତ୍ର ମାନବ

1 min
370


ମଣିଷ ଆଉ କି ମଣିଷ ହୋଇଛି

ଯନ୍ତ୍ର ପାଲଟିଗଲାଣି

ଦୟା, କ୍ଷମା ଆଉ ନାହିଁ ତା ଜୀବନେ

କାହିଁକି, କେମିତି କେଜାଣି?


ସେନେହ ଶରଧା କଥା ସବୁ ଛାଡ଼ି

ପର ହିଂସାରେ ତ ଜଳୁଛି ସିଏR

ପର ଦୁଃଖ ଦେଖି ଖୁସି ହୁଏ ଏଠି

ମାନବିକତାକୁ ପଚାରେ କିଏ?


ସବୁ ଥାଇ ଏଠି ଲାଗୁଛି ଏମିତି

ମଣିଷ ଜୀବନ ବୃଥାରେ ଗଲା

ମଣିଷ ହୋଇକି ମଣିଷ ଜାତିକୁ

ଘୃଣା କରେ ସିଏ କେମିତି ଭଲା?


Rate this content
Log in

Similar oriya poem from Inspirational