STORYMIRROR

Pramila Sahoo

Fantasy

2  

Pramila Sahoo

Fantasy

ଯେତେ ଥିଲା ଶଦ୍ଦ

ଯେତେ ଥିଲା ଶଦ୍ଦ

1 min
13.4K


ଯେତେ ଥିଲା ଶଦ୍ଦ

ହୋଇ ଗଲାଣି ଶେଷ

ଆଉ ନାହିଁ ଅକ୍ଷର

ତୁମପାଇଁ ଗଢିବାକୁ ଶଦ୍ଦ

ବାସ୍ ଏଇ ହୃଦୟ

ସୀମା ହୀନ ସାଗର

ସ୍ମୃତିର ଗନ୍ଥାଘର

କାହିଁକି ହଠାତ୍

ତୁମ ପାଶେ ଗଲି ଅଟକି

ଧୀରେ ଧୀରେ ଗଲି ବଦଳି

ପ୍ରତିମୂହୁର୍ତ୍ତେ ଭାବନାରେ

ବାସ୍ ଦୁଇ ,ଚାରି ପଦ କଥା

ପୁଣି ସପନର ଦୁନିଆରେ

ହୁଏ ତୁମ ଶହ ଦେଖା..........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy