Untitled
Untitled
ଅଝଟ ପ୍ରିୟାର ରୋଗକୁ
ପାଗଳ ପ୍ରଶମିତ କରିଯାଅ,
ମୋ କମ୍ପିତ ଓଷ୍ଠେ ତୁମ ଓଷ୍ଠକୁ ବାନ୍ଧି
ପୁଲକତା ଦେେଇଯାଅ।
ପ୍ରେମ ପାଗେଳିର ମନ କଥା କୁୁ
ପାଗଳ ବୁୁୁୁଝିନିିିଅ ଆଖି ଠାରରେ,
ପ୍ରତୀକ୍ଷା କରିି ତୁମ ସହମତି ପାଗେଳି ଆଜି ସେ ପ୍ରେମ ରେ।
ଅଝଟ ପ୍ରିୟାର ରୋଗକୁ
ପାଗଳ ପ୍ରଶମିତ କରିଯାଅ,
ମୋ କମ୍ପିତ ଓଷ୍ଠେ ତୁମ ଓଷ୍ଠକୁ ବାନ୍ଧି
ପୁଲକତା ଦେେଇଯାଅ।
ପ୍ରେମ ପାଗେଳିର ମନ କଥା କୁୁ
ପାଗଳ ବୁୁୁୁଝିନିିିଅ ଆଖି ଠାରରେ,
ପ୍ରତୀକ୍ଷା କରିି ତୁମ ସହମତି ପାଗେଳି ଆଜି ସେ ପ୍ରେମ ରେ।