ମୁଁ ଓଡ଼ିଆ ଭାରି ବଢିଆ
ମୁଁ ଓଡ଼ିଆ ଭାରି ବଢିଆ
ମୋ ରାଜ୍ୟ ଓଡ଼ିଶା...
ଓଡ଼ିଆ ମୋ ଭାଷାା....
ମୁଁ ଓଡ଼ିଆ ମାଟିର ସନ୍ତାନ ।
କେହି କହିବେନି ଓଡ଼ିଆ ପଛୁଆ
ମୁଁ ରଖିବି ବିଶ୍ୱରେ ତା ମାନ।
ମୋ ରାଜ୍ୟ ଓଡ଼ିଶା...
ଓଡ଼ିଆ ମୋ ଭାଷାା....
ମୁଁ ଓଡ଼ିଆ ମାଟିର ସନ୍ତାନ ।
କେହି କହିବେନି ଓଡ଼ିଆ ପଛୁଆ
ମୁଁ ରଖିବି ବିଶ୍ୱରେ ତା ମାନ।