STORYMIRROR

Satyaprakash Sethy, M. A(UGC NET)

Abstract

3  

Satyaprakash Sethy, M. A(UGC NET)

Abstract

ତୁମରି ସାନ୍ନିଧ୍ୟ ବଡ଼

ତୁମରି ସାନ୍ନିଧ୍ୟ ବଡ଼

1 min
462

ସାଇ ତୁମେ ସଦା ରହସ୍ୟ ଘେରରେ

ଖୋଜିଲେ ମିଳନା କାହିଁ

ଖୋଜିଛି ତୁମକୁ କେତେ ଆଡ଼େ ହୋଇ

କେଉଁଠି ପାଇଲି ନାହିଁ

ମାନବବାଦର ଜୟଗାନ କଲ

ମାନବେ ପ୍ରୀତି ବାଣ୍ଟିଲ

ମାନବତା ଗୁଣ ଭରପୂର ତୁମ

ଜନତା ହୃଦେ ବସିଲ

ସକଳ ମଣିଷ ତୁମକୁ ଝୁରୁଛି

ତୁମରି ସାନ୍ନିଧ୍ୟ ବଡ଼

ସେ ସାନ୍ନିଧ୍ୟତା ମିଳନ୍ତା କି ଭାଗ୍ୟେ

ଆସନ୍ତା ଯେ ଗୋଟେ ମୋଡ଼



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract