STORYMIRROR

Arabinda Mishra

Romance Fantasy

4  

Arabinda Mishra

Romance Fantasy

ତୁମେ

ତୁମେ

1 min
293

ମୁଁ ଯେବେଯେବେ ଅଧିର ହୁଏ

ଅଧିନ କରିଛ ଆସି

ଗୋଲାପ ପାଖୁଡା ଅଧରରୁ ତୁମେ

କେତେ ଖୁସି ଯାଅ ଲେସି ।


ତୁମେ ବହୁଦୂରେ ଥାଅ ଆନନ୍ଦରେ

ଆପଣାର କୁହେ ହସି

ହୃଦ ଅନ୍ଧାରକୁ ପୋଛ ଆଲୋକରେ

ମୋ ହୃଦୟରେ ହୁଅ ଶଶୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Arabinda Mishra

ସଖି

ସଖି

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

Similar oriya poem from Romance