STORYMIRROR

BIKRAM MOHANTY

Romance

2  

BIKRAM MOHANTY

Romance

ତୁମ ପାଇଁ

ତୁମ ପାଇଁ

1 min
2.9K


ଫୁଲ ଫୁଟିଛି ଫୁଟି ହସୁଛି
ତୁମ ପାଇଁ
ତୁମେ ହସୁଛ ଭଲ ଦିଶୁଛ
ମୋ ପାଇଁ,
ସାତ ରଙ୍ଗରୁ ରଙ୍ଗ ଝରୁଛି
ତୁମ ପାଇଁ
ସେଇ ରଙ୍ଗକୁ ତୁମେ ଆଣିଛ
ମୋ ପାଇଁ,
ରଜନୀ ଗନ୍ଧାରେ ବାସ ରହିଛି
ତୁମ ପାଇଁ,
ସେଇ ବାସକୁ ସାଇତି ରଖିଛ
ମୋ ପାଇଁ,
ଦେବା ଦେବୀଙ୍କୁ ପୂଜା କରୁଛି
ତୁମ ପାଇଁ
ଏଇ ଜୀବନେ ତୁମେ ଆସିଛ
ମୋ ପାଇଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance