ହାରିବା ଜିତିବା
ହାରିବା ଜିତିବା
1 min
303
ଖେଳ ପଡିଆରେ
ଦୁଇ ଦଳ ମଧ୍ୟରେ
ଶୀତଳ ଯୁଦ୍ଧ ହେଉଥିଲା ,
ସାରା ଭାରତରେ
କୋଟି କୋଟି ହୃଦୟରେ
ବୀଜୟ ଶଂଖ ଶୁଭୁଥିଲା,
ଆମ ବିଶ୍ଵାସରେ
ସେହି ପ୍ରତିଯୋଗିତାରେ
ଅମୃତର ସ୍ୱାଦ ମିଳିଗଲା ।
