STORYMIRROR

BIKRAM MOHANTY

Others

0  

BIKRAM MOHANTY

Others

ଖଇ କଉଡି

ଖଇ କଉଡି

1 min
669


ମାୟା ସାଗରରେ ମୁଁ ଦଦରା ନାଉରୀ

ପ୍ରାଣ ନେଇଗଲା କାଳ ଭଉଁରୀ,

ଦିନ କେଇଟାରେ ସାରିଦେଲୁ ଖେଳ

ଖେଳ ବୁଝିବାକୁ ନହେଲା ବେଳ,

ତୋରି ପାଇଁରେ ଖଇ କଉଡ଼ି

ବାନ୍ଧିନେଲା ମୋତେ ଯମ ଦଉଡ଼ି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍