STORYMIRROR

BIKRAM MOHANTY

Comedy

2  

BIKRAM MOHANTY

Comedy

ବର୍ଷା ପାଇଁ ଅଫିସ୍ ଡେରି

ବର୍ଷା ପାଇଁ ଅଫିସ୍ ଡେରି

1 min
13.3K


ବରଷା ଝଡି ଆସୁଛି ମାଡ଼ି

ଅଫିସ୍ ଯିବାକୁ ହେଉଛି ଡେରି

ଟ୍ରେନ୍ ବସ୍ ଗଲେଣି ଛାଡ଼ି

ଯିବି କି ମୁଁ ଆକାଶେ ଉଡି,


ଓଲା ଉବର୍ ଧାଡ଼ି କି ଧାଡ଼ି

ନହେଲେ ଯିବି ମୁଁ ବାଇକ୍ ଚଢ଼ି

ଥମିଲା ବରଷା କମିଲା ଝଡ଼ି

ଅଫିସ୍ ବେଳତ ଗଲାଣି ଗଡ଼ି,


କାଗଜ କଲମ ହାତରେ ଧରି

ଲେଖିଦେଲି ମୁଁ ଆଜିର କାହାଣୀ

ଗରମ୍ ଚାହା ପକୁଡ଼ି ହାତରେ ଧରି

ଭିତରେ ଥାଇ ଡାକନ୍ତି ଘରଣୀ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy