STORYMIRROR

Goutam Mohanty

Romance Classics Inspirational

3  

Goutam Mohanty

Romance Classics Inspirational

ତୁମ ବିନା ମୁଁ

ତୁମ ବିନା ମୁଁ

1 min
343


ଚାନ୍ଦ ବିନା ରାତି ଯେମିତି ଅଧୁରା 

ଠିକ ସେମିତି ତୁମ ବିନା ମୁଁ 

ମେଘ ବିନା ମୌୟର ଯେମିତି ଅଧୁରା

ଠିକ ସେମିତି ତୁମ ବିନା ମୁଁ


ଫୁଲ ବିନା ଭଅଁର ଯେମିତି ଅଧୁରା

ଠିକ ସେମିତି ତୁମ ବିନା ମୁଁ

ସକାଳ ବିନା କାକର ଯେମିତି ଅଧୁରା

ଠିକ ସେମିତି ତୁମ ବିନା ମୁଁ


ବଗିଚା ବିନା ମାଳି ଯେମିତି ଅଧୁରା

ଠିକ ସେମିତି ତୁମ ବିନା ମୁଁ

ପୂଜାରୀ ବିନା ମନ୍ଦିର ଯେମିତି ଅଧୁରା 

ଠିକ ସେମିତି ତୁମ ବିନା ମୁଁ


ଝରଣା ବିନା ସମୁଦ୍ର ଯେମିତି ଅଧୁରା

ଠିକ ସେମିତି ତୁମ ବିନା ମୁଁ

ନଦୀ ବିନା କୁଳ ଯେମିତି ଅଧୁରା

ଠିକ ସେମିତି ତୁମ ବିନା ମୁଁ


ଜହ୍ନ ବିନା ଆକାଶ ଯେମିତି ଅଧୁରା

ଠିକ ସେମିତି ତୁମ ବିନା ମୁଁ

ଅନ୍ଧାର ବିନା ଆଲୁଅ ଯେମିତି ଅଧୁରା

ଠିକ ସେମିତି ତୁମ ବିନା ମୁଁ


ଆଖି ବିନା ସ୍ବପ୍ନ ଯେମିତି ଅଧୁରା

ଠିକ ସେମିତି ତୁମେ ବିନା ମୁଁ

ହୃଦୟ ବିନା ଶରୀର ଯେମିତି ଅଧୁରା 

ଠିକ ସେମିତି ତୁମ ବିନା ମୁଁ


ଆରତୀ ବିନା ଦୀପ ଯେମିତି ଅଧୁରା

ଠିକ ସେମିତି ତୁମ ବିନା ମୁଁ

ମନ ବିନା କଳ୍ପନା ଯେମିତି ଅଧୁରା

ଠିକ ସେମିତି ତୁମ ବିନା ମୁଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance