STORYMIRROR

Dr.Prativa manna

Romance

3  

Dr.Prativa manna

Romance

ତୋ ବିନା ପ୍ରିୟା

ତୋ ବିନା ପ୍ରିୟା

1 min
300

କେମିତି କହିବି ପ୍ରିୟା

ତୋ ବିନା କିଛି ଭଲ ଲାଗେନା

ଆଜି ବି ମନେ ପଡିଯାଏ

ସେ ଦିନର ଭାଲେଣ୍ଟାଇନ ଡେ।


ଚୋରା ପୀରତିର ଚୋରା ଚାହାଣୀରେ

ମନ ମୋର କିଣି ଥିଲ

କଥା ଦେଇଥିଲ ଭୁଲିବିନି କେବେ

ହେଲେ ଆଜି ସବୁ ସ୍ମୃତି ଭୁଲିଗଲ


ପାଖେ ନ ଥିଲେ ବି

ଦେଇ ଥିବା ଉପହାର

ରଖିଛି ଆଜି ସାଇତି

କେମିତି କହିବି

ଆଜି ବି କେତେ ଭଲ ପାଉଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Dr.Prativa manna

Similar oriya poem from Romance