STORYMIRROR

sai mahapatra

Comedy

3  

sai mahapatra

Comedy

ତୋ ବାଟରେ

ତୋ ବାଟରେ

1 min
276

           


       ତୁ ଚାଳୁଥିଲୁ ତୋ ବାଟରେ

      ମୁଁ ଚାଲୁଥିଲି ମୋ ବାଟରେ

ତୋର ମୋର ହେଇଗଲା ଦେଖା ହୁମା ଶୁଖୁଆ ହାଟରେ

ତୋ ହାତରେ ଥିଲା ପାଣି ମାଛ ମୋ ହାତରେ ଥିଲା ଇଲିସି

ସେ ଦିନ ହିଁ ମୁଁ କରିଦେଲି LI C ରେ ତୋ ପାଇଁ ନୂଆ ପଲିସି


ସେ ଦିନ ଥିଲା ରବିବାର ତୁ ପିନ୍ଧି ଆସିଥିଲୁ ଚୁଡ଼ିଦାର

            ଆଉ

ତତେ ଦେଖି ମୋର ମନ ବିଚଳିତ ହେଉଥିଲା ବାରମ୍ବାର


ସେ ଦିନ ତୁ ପିନ୍ଧି ଥିଲୁ ନାଲି ଚୁଡି

ଆଉ ମୋର ମନ ଭାବୁଥିଲା ତତେ ପିନ୍ଧି ବାକୁ ଦେବ ନାଲି ଶାଢ଼ୀ

     କିନ୍ତୁ

ତୁ ଚାଲିଗଲୁ ତୋ ବାଟରେ 

ମୁଁ ଚାଲିଗଲି ମୋ ବାଟରେ

ମୋର ସବୁ ସ୍ବପ୍ନ ରହିଗଲା ଅଧା ବାଟରେ

ଏ ଶୀତୁଆ ଋତୁ ର ମୁଁ ଏକ ଅଧୁରା ରାତି

ଏ ସବୁଜ ସକାଳ ର ତୁ ଏକ ଅଭୁଲା ସକାଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy