STORYMIRROR

Prafulla Chandra padhi

Romance Others

3  

Prafulla Chandra padhi

Romance Others

ତମେ ରଜନୀଗଂଧାର ବାସ୍ନା

ତମେ ରଜନୀଗଂଧାର ବାସ୍ନା

1 min
290

ମୁଁ ମରି ଯିବା ପରେ

ଦରକାର ନାହିଁ ଗୋଟିଏ

ମଧ୍ୟ ଫୁଲ

ଲୋଡ଼ା ନାହିଁ ତମ ବିନ୍ଦୁ ବିନ୍ଦୁ ଲୁହ

ଯାହା ମୁଁ ଦେଖି ପାରିବି ନାହିଁ ।

ମନେ ହୁଏ ତମକୁ ହିଁ

ମୁଁ ଦେଖୁଚି ଏତେ କାଳ

ତମେ ଚାହୁଁ ନାହଁ ମୋଟେ

କାହିଁକି ମୋ ଅନ୍ତରରୁ ଶ୍ରଦ୍ଧା

ଉଠେ ତମ ପାଇଁ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance