STORYMIRROR

Satyaprakash Sethy, M. A(UGC NET)

Inspirational

3  

Satyaprakash Sethy, M. A(UGC NET)

Inspirational

ତମାଖୁ

ତମାଖୁ

1 min
146


ତମାଖୁ ସେବନ ବିପତ୍ତି କାରଣ

ଏ କଥାଟି କି ଆଜଣା

ଛାଡ଼ି ଦେବା ଚାଲ ବିଷପାନାମୃତ

ଫୁସଫୁସ୍ ହେବ କଣା ।।0

ପରିବାର ଲୋକେ ହନ୍ତସନ୍ତ ପରା

ଦାରିଦ୍ର୍ୟରେ ହେବେ ବଣା

କ୍ଯାନ୍ସର ପରି ରୋଗ ଉପଦ୍ରବୀ

ଶରୀରେ କରିବେ ଠଣା।। 1

କ୍ଷଣିକ ଉନ୍ମାଦେ ଉନ୍ମତ୍ତେ କିମ୍ପାଇଁ

ପିଇ ଯିବା ବିଷପଣା

ମଦ ସିଗାରେଟ୍ ଗୁଟ୍ଖା ପାନ ବିଡ଼ି

ବସିଥାନ୍ତି ଟେକି ଫଣା।। 2

ଭରସି କହୁଛି ରଖ ଟିକେ କଥା

 ଖାଇବା ପଛକେ ଚଣା

ନିଶାରେ ଆସକ୍ତ ସଶକ୍ତ ହେବାନି

ଖାଲି ହେବ ଟଙ୍କା ଭଣା।। 3


Rate this content
Log in

Similar oriya poem from Inspirational