STORYMIRROR

Banalaxmi Mohanty

Comedy

3  

Banalaxmi Mohanty

Comedy

ତାକ୍ ଧିନା ଧିନ୍

ତାକ୍ ଧିନା ଧିନ୍

1 min
170


ତାକ୍ ଧିନା ଧିନ୍ ତାକ୍ ଧିନ୍ 

ପୁଅ ନା ଏ ରେଳ ଇଞ୍ଜିନ 

   ତାକ୍ ଧିନା ଧିନ୍ ତାକ୍ ଧିନ୍।। 


ରେଳ ଡକା ପରି ପଛରେ ତାର

ଲମ୍ବା ଧାଡିର ହିରୋଇନ୍  

  ତାକ୍ ଧିନା ଧିନ୍ ତାକ୍ ଧିନ୍ ।।


କେଉଁ ଡବାତା ଖତରା ପୁଣି 

କେଉଁ ଡବାଟି ପିନ୍ ପିନ୍ 

  ତାକ୍ ଧିନା ଧିନ୍ ତାକ୍ ଧିନ୍।। 


ଇଞ୍ଜିନ୍ ତାର ଯାଉଛି ମାଡି 

ଚ୍ୟୁତ ହେଉ ପଛେ, ଲାଇନ୍ 

  ତାକ୍ ଧିନା ଧିନ୍ ତାକ୍ ଧିନ୍।। 


କେଉଁ ଛକରେ ଷ୍ଟପେଜ୍ ଅଛି

କେଉଁଠି ସିଏ ରହୁନି

  ତାକ୍ ଧିନା ଧିନ୍ ତାକ୍ ଧିନ୍।। 


ଲୋକାଲ୍ କି ଏକ୍ସପ୍ରେସ୍ ଏ

 କିଛି ଜଣା ପଡୁ ନି

ତାକ୍ ଧିନା ଧିନ୍ ତାକ୍ ଧିନ ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy