Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Rashmita Panigrahi

Classics

2  

Dr Rashmita Panigrahi

Classics

ତାଗିଦ

ତାଗିଦ

1 min
3.0K


ତାଗିଦ 

ଏଠି ସବୁ କଥାରେ  ଖାଲି ତାଗିଦ 

ତୁ ଯେମିତି ବି ଚାଲି ଯା' 

ଲକ୍ଷେ ନଜର ଟିକନିକ କରି ପରଖୁ ଥାଆନ୍ତି 

ତୋ ପାଦ ର ଗତି l

ତୋ ପୋଷାକ ର ମାପ ଆଖିରେ ଆଖିରେ ସରିଯାଏ, ତୋତେ କରା ଯାଏ ତାଗିଦ,

ତୋର ବସିବା -ଉଠିବା 

ଛିଙ୍କିବା-କାଶିବl

ସବୁଥିରେ ଖାଲି 

ତାଗିଦ l

ସତେ ଯେପରି ଜୀବିତ ଥାଇ ବି, ତୋ ଦେହରେ 

ଜୀବନ ନାହିଁ, 

ଏ ସୁନ୍ଦର ସୃଷ୍ଟି ରେ ହସି ହସି ସ୍ଵ -ଇଚ୍ଛା ରେ 

ବଞ୍ଚିବା ଟା ତୋ ଭାଗ୍ୟରେ 

ଲେଖା ନାହିଁ l



Rate this content
Log in