Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Dr Rashmita Panigrahi

Classics


2  

Dr Rashmita Panigrahi

Classics


ତାଗିଦ

ତାଗିଦ

1 min 3.0K 1 min 3.0K

ତାଗିଦ 

ଏଠି ସବୁ କଥାରେ  ଖାଲି ତାଗିଦ 

ତୁ ଯେମିତି ବି ଚାଲି ଯା' 

ଲକ୍ଷେ ନଜର ଟିକନିକ କରି ପରଖୁ ଥାଆନ୍ତି 

ତୋ ପାଦ ର ଗତି l

ତୋ ପୋଷାକ ର ମାପ ଆଖିରେ ଆଖିରେ ସରିଯାଏ, ତୋତେ କରା ଯାଏ ତାଗିଦ,

ତୋର ବସିବା -ଉଠିବା 

ଛିଙ୍କିବା-କାଶିବl

ସବୁଥିରେ ଖାଲି 

ତାଗିଦ l

ସତେ ଯେପରି ଜୀବିତ ଥାଇ ବି, ତୋ ଦେହରେ 

ଜୀବନ ନାହିଁ, 

ଏ ସୁନ୍ଦର ସୃଷ୍ଟି ରେ ହସି ହସି ସ୍ଵ -ଇଚ୍ଛା ରେ 

ବଞ୍ଚିବା ଟା ତୋ ଭାଗ୍ୟରେ 

ଲେଖା ନାହିଁ l



Rate this content
Log in

More oriya poem from Dr Rashmita Panigrahi

Similar oriya poem from Classics