STORYMIRROR

Dr Rashmita Panigrahi

Others

2  

Dr Rashmita Panigrahi

Others

ମିତ

ମିତ

1 min
3.1K

  କାହାକୁ କହିବୁ 

ଆଜି ତୁ ନିଜର 

ଏଠି କେହି ନୁହେଁ କାହାର 

ମିଛ ଆକର୍ଷଣ 

ମିଛ ଆଶ୍ୱାସନା 

ବୁଝି ଯାଅ ସବୁ ଏଥର l

  କେଜାଣି କାହିଁକି 

ଅବୁଝା ମନ ଟା 

ମିଛ କୁ ମଣଇ ସତ, 

ବଞ୍ଚିବାକୁ ବଳ

ସାଉଁଟିବ ବୋଲି 

ମିଛ କୁ କରିଛି ମିତ l

           


Rate this content
Log in