ସମ୍ପର୍କ
ସମ୍ପର୍କ
ସମ୍ପର୍କ
ବାସ କିଛି
ଶୂନ୍ୟସ୍ଥାନ ର ପୂରଣ,
କେବେ ହେଲେ
ପୁରେ ନାହିଁ
ମନ,
ଜୀବନ ସାରା ର
ଜଂଜାଳ ବୋଧ
ଆଉ ଖାସ
କିଛି ତାର
ପରିଣାମ l
ମୁଠା ମୁଠା ସ୍ବପ୍ନ
ଧୋଇ ହେଇ ଗଲା
ପରେ, ଧ୍ବଂସ ର
ସ୍ତୁପ ପରେ
ଶୁଭେ ଖାଲି
ନୀରବ କ୍ରନ୍ଦନ l
ସମ୍ପର୍କ
ବାସ କିଛି
ଶୂନ୍ୟସ୍ଥାନ ର ପୂରଣ,
କେବେ ହେଲେ
ପୁରେ ନାହିଁ
ମନ,
ଜୀବନ ସାରା ର
ଜଂଜାଳ ବୋଧ
ଆଉ ଖାସ
କିଛି ତାର
ପରିଣାମ l
ମୁଠା ମୁଠା ସ୍ବପ୍ନ
ଧୋଇ ହେଇ ଗଲା
ପରେ, ଧ୍ବଂସ ର
ସ୍ତୁପ ପରେ
ଶୁଭେ ଖାଲି
ନୀରବ କ୍ରନ୍ଦନ l