STORYMIRROR

Dr Rashmita Panigrahi

Others

3  

Dr Rashmita Panigrahi

Others

ବଣମଲ୍ଲୀ

ବଣମଲ୍ଲୀ

1 min
270

     

ସେଦିନ ବଣମଲ୍ଲୀ 

କୋହରେ ଭିଜି ଗଲା, ବଣରେ ଜାତ ହୋଇ 

ସେ ପୁଣି ବଣରେ ମଲା ।

ଆଜି କିନ୍ତୁ ବଣମଲ୍ଲୀ 

ଖିଲି ଖିଲି ହସେ, 

ବଣରେ ଫୁଟେ ସତ 

ଶେଷ ସମୟ ସହରରେ କାଟେ, 

ହେଲେ, ଆଖିର ଲୁହ ତା'ର ସୀମା ସରହଦ ଟପି ଯାଏ 

ମରିବା ଆଗରୁ ତାକୁ 

ଖିନଭିନ କରି ମାରି ଦିଆଯାଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Dr Rashmita Panigrahi