STORYMIRROR

Dr.Prativa manna

Abstract

2  

Dr.Prativa manna

Abstract

ସୁସ୍ଥ

ସୁସ୍ଥ

1 min
121

ମନରେ ଥାଏ ଯଦି ଆନନ୍ଦ 

ସୁସ୍ଥ ରହେ ତେବେ ଏ ଜୀବନ 


 ସମସ୍ତଙ୍କ ମନେ ଦେବା ଆନନ୍ଦ 

 ବିଷାଦ ଭରା ନୁହଁଇ ଏ ଜୀବନ 


 ସୁସ୍ଥ ରହିବାକୁ ହେଲେ କରିବା ଶପଥ 

ସଫା ସୁତୁରା ରଖିବା ଆମ ପରିବେଶ 


 ସାହି ସାହି ବୁଲିବା ଗାଁ ଗାଁ ପ୍ରଚାର କରିବା 

ସୁସ୍ଥ ରହିବା ର ସଚେତନତା ଶିବିର କରିବା 


ନିଜେ ହସିବା ଅନ୍ୟକୁ ହସେଇବା

ମିଳିମିଶି ଆମ ପରିବେଶକୁ ଗଢିବା


Rate this content
Log in

Similar oriya poem from Abstract