Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Umashankar Satpathy

Romance

3  

Umashankar Satpathy

Romance

ସତରେ ତମେ

ସତରେ ତମେ

1 min
428


*ସତରେ ତମେ ..*

ମୋ ଉପନ୍ୟାସର ପ୍ରଚ୍ଛଦ

ଅଧାଗଢ଼ା ସମ୍ପର୍କର ପରବର୍ତ୍ତୀ ସଂସ୍କରଣ

*ସତରେ ତମେ...*

ଅବାଞ୍ଛିତକାମନା ଗ୍ରୀଷ୍ମ ମଧ୍ୟାହ୍ନରେ

ନା ବୁଝେଇହେବ ତମାମ ଆୟୁଷରେ

*ସତରେ ତମେ...*

ଭସାବାଦଲ ଖାଲି ଛିଞ୍ଚିହେଇଯାଅ ମଝିରାସ୍ତାରେ ନା ଭେଦିପାର ମାଟିରପରସ୍ତ

*ସତରେ ତମେ...*

ବହୁତ୍ ଫୁଲେଇ କଥାକେ ଦେଉଛ କନ୍ଦେଇ

ପାରୁନ କିନ୍ତୁ ଫଟାଦର୍ପଣର ଦାଗକୁ ଲୁଚେଇ

*ସତରେ ତମେ....*

ଗୋଟେ ଅବିଶ୍ବାସନୀୟ ବର୍ତ୍ତମାନ

ଯୌବନର ଫିକା କାନଭାସରେ ସିନ୍ଦୁରିତ ଅପରାହ୍ନ ....


*ସତରେ ତମେ*

ଜ୍ୟୋସ୍ନାସ୍ନାତ ଜହ୍ନ ଶିଉଳିରେ...


Rate this content
Log in

Similar oriya poem from Romance