STORYMIRROR

Satyaprakash Sethy, M. A(UGC NET)

Thriller

3  

Satyaprakash Sethy, M. A(UGC NET)

Thriller

ସ୍ଥିତପ୍ରଜ୍ଞ

ସ୍ଥିତପ୍ରଜ୍ଞ

1 min
201

ଭଗବାନ ଯେଣୁ ପ୍ରତିକ୍ରିୟା ଶୂନ୍ୟ

ନୀରବେ ରହିଛି ଚାହିଁ

ସବୁ ଶୁଣୁ ଥାଇ ସବୁ ଦେଖୁ ଥାଇ

ଉତ୍ତର ରଖେନି କାହିଁ।।


ମଣିଷଟି କିନ୍ତୁ ପ୍ରତିକ୍ରିୟାଶୀଳ

ଶୁଣିଲେ ନ ଧରେ ଥୟ

ଅସ୍ଥିର ପରାଏ ହୁଅଇ ସଦା ସେ

ସ୍ଥିର ନୂହେଁ ତା'ର ଚିତ୍ତ।।


ତୁମକୁ ତେଣୁ ତ ସ୍ଥିତପ୍ରଜ୍ଞ କହେ

ଏକାଗ୍ରତା ଯା'ର ମନ

ଅଜ୍ଞାନତା ଦୋଷ ଶୂନ୍ୟ ପରଂ ବ୍ରହ୍ମ

ତୁମେ ଏକା ନିରଞ୍ଜନ।।


સામગ્રીને રેટ આપો
લોગિન

Similar oriya poem from Thriller