ସର୍ତ୍ତ
ସର୍ତ୍ତ

1 min

110
ଥରେ ଥରେ ଇଚ୍ଛା ହୁଏ ବଞ୍ଚିବାକୁ
ବିନା କିଛି ସର୍ତ୍ତ ରେ ...
କିନ୍ତୁ ଅନୁମତି ନଥାଏ ବଞ୍ଚିବାକୁ ....
ଥରେ ଥରେ ଇଚ୍ଛା ହୁଏ କାନ୍ଦିବାକୁ ...
କାହା କାନ୍ଧ ରେ ମୁଣ୍ଡ ରଖି ...
ସେ ବି ବିନା ସର୍ତ୍ତ ରେ ....
କିନ୍ତୁ ତା ପାଇଁ ବି ଅନୁମତି ନଥାଏ ...।
ସର୍ତ୍ତ ଭରା ଏ ଜୀବନ ଥରେ ଥରେ ବୋଝ ଲାଗେ ....
ମନ ହୁଏ ବଞ୍ଚି ହୁଅନ୍ତା କି ବିନା ସର୍ତ୍ତ ରେ ......।