Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyadarsini Das.PriYa❤️

Tragedy

2  

Priyadarsini Das.PriYa❤️

Tragedy

ସର୍ତ୍ତ

ସର୍ତ୍ତ

1 min
103



ଥରେ ଥରେ ଇଚ୍ଛା ହୁଏ ବଞ୍ଚିବାକୁ 

ବିନା କିଛି ସର୍ତ୍ତ ରେ ...


କିନ୍ତୁ ଅନୁମତି ନଥାଏ ବଞ୍ଚିବାକୁ ....


ଥରେ ଥରେ ଇଚ୍ଛା ହୁଏ କାନ୍ଦିବାକୁ ...

କାହା କାନ୍ଧ ରେ ମୁଣ୍ଡ ରଖି ...

ସେ ବି ବିନା ସର୍ତ୍ତ ରେ ....


କିନ୍ତୁ ତା ପାଇଁ ବି ଅନୁମତି ନଥାଏ ...।


ସର୍ତ୍ତ ଭରା ଏ ଜୀବନ ଥରେ ଥରେ ବୋଝ ଲାଗେ ....


ମନ ହୁଏ ବଞ୍ଚି ହୁଅନ୍ତା କି ବିନା ସର୍ତ୍ତ ରେ ......।



Rate this content
Log in