STORYMIRROR

Sudhashree Bhattamisra

Tragedy

2  

Sudhashree Bhattamisra

Tragedy

ସ୍ପନ୍ଦନ

ସ୍ପନ୍ଦନ

1 min
86

ଘର ନୁହେଁ ମୋର କାଗଜର

ତୁମେ ଗଢିବ ଭାଙ୍ଗିବ

ମୁଁ ନୁହେଁ କ୍ରୀଡ଼ନକ

ଅଙ୍କନ ଏବେ ପ୍ରତିଟି ଭଙ୍ଗା ଗଢ଼ା ଖେଳର

ଭାଙ୍ଗିପାର, ଗଢିପାର

ମୁଁ କିନ୍ତୁ ନା କ୍ରୀଡ଼ନକ ନା କ୍ରୀଡ଼ାବିତ

ତମେ କିନ୍ତୁ ସେମିତି ଅପରିବର୍ତ୍ତିତ

ତମପାଇଁ ମୁଁ ସାମଗ୍ରିଟିଏ ଖେଳନାର

ଚଳନ୍ତା କଣ୍ଢେଇଟିଏ

ମୁଁ ତମପାଇଁ ଖେଳିଚାଲେ

ମୋର ଜୀବନ ଅଛି ସେଥିପାଇଁ

ତମେ ଭାବିଦିଅ, ମୁଁ, ପ୍ରାଣହୀନ

ସ୍ପନ୍ଦନ, ସ୍ପନ୍ଦନ ମୋର ଅଛି

ହୃଦୟ ଅଛି ଯନ୍ତ୍ରଣା ବି ଅଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ତମେ

ତମେ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

Similar oriya poem from Tragedy