STORYMIRROR

Jyoti Ranjan Rout

Inspirational Children

4  

Jyoti Ranjan Rout

Inspirational Children

ସନ୍ଧ୍ୟା

ସନ୍ଧ୍ୟା

1 min
409


ଜୀବନ ଏ ଆମ ଅଙ୍କା ବଙ୍କା ରାସ୍ତା

ଆମେ ଏଠି ପଥି ଗଣ,

ଏହି ସନ୍ଧ୍ୟା ଆମ ବିଶ୍ରାମ ସମୟ,

ଆମେ ତାର ଚିର ଉପକୃତ ସମାନ ।।


ଏ ଜୀବନ ରାସ୍ତା ଅତି ଯେ ନିଆରା

ଚାଳିବାଠୁ ଖୁସି ନାହିଁ ,

ଏ ଜୀବନ ରାସ୍ତା ତା ଠାରୁ ଅଧୁରା

ସନ୍ଧ୍ୟା ଯେଉଁଠାରେ ନାହିଁ ।।


ସନ୍ଧ୍ୟା ବେଳେ ସେହି ମଳୟ ପବନେ

ଖୁସି ହୋଇଯାଏ ମନ ,

ମନ କଷ୍ଟ ସବୁ ଦୁରେ ଚାଲିଯାଏ

ମିଳେ ମଳୟ ପବନ ।।


ମନ ଖୋଲିଯାଏ ମଳୟ ପବନେ

ଖୁସି ହୋଇଯାଏ ମନ ,

ମୁଢ଼ି ବାଦାମ ଟିକେ ହୋଇଥିଲେ

ତା ସଙ୍ଗେ ମିଳେ ମଦନ ।।


ଜୀବନ ଏ ଆମ ଅଙ୍କା ବଙ୍କା ରାସ୍ତା

ଆମେ ଏଠି ପଥି ଗଣ ,

ଏହି ସନ୍ଧ୍ୟା ଆମ ବିଶ୍ରାମ ସମୟ

ଆମେ ତାର ଚିରାଉପକୃତ ସମାନ ।।


Rate this content
Log in

Similar oriya poem from Inspirational