STORYMIRROR

Jyoti Ranjan Rout

Inspirational

3  

Jyoti Ranjan Rout

Inspirational

ହେ ଚକା ଆଖି

ହେ ଚକା ଆଖି

1 min
162


ହେ ଚକାଆଖି ..

ରଥ ରେ ବସିଛୁ ହସି ହସି...

ରଥ ରେ ବସିଛୁ ହସି ହସି ।।


ତୋର ଚନ୍ଦ୍ରବଦନର ମୁଖ..

ଉଲ୍ଲାସରେ ପୁରୀ ଯାଉଚି..

 

ହେ ଚକା ଆଖି ....।।


ତୋର ସୂର୍ଯ୍ୟ ଚନ୍ଦ୍ର ପରି ଆଖି ..

ମନକୁ ମୋ ମୋହି ନେଉଛି...


ହେ ଚକା ଆଖି ...।।


ତୋର ରତ୍ନସିଂହାସନ ଛାଡ଼ି ..

କାଠ ରଥକୁ ତୁ ବିଜେ କରିଛୁ...


ହେ ଚକା ଆଖି ...।।


ରତ୍ନସିଂହାସନ ସୁଖ..

ତୋ ଠାରୁ ଚାଲିଯାଇଛି...


ହେ ଚକା ଆଖି ...।।


ତୋର ବତିଶି ବେଶକୁ ଛାଡ଼ି ..

ସେନାପଟା ଲାଗି ହୋଇଛି...


ହେ ଚକା ଆଖି ...।।

 

    


Rate this content
Log in

Similar oriya poem from Inspirational