STORYMIRROR

Sasmita Acharya

Inspirational Others

1.0  

Sasmita Acharya

Inspirational Others

ସମୟ ତ ଠିକ୍ ଏକା ପରି ଚାଲୁଛି

ସମୟ ତ ଠିକ୍ ଏକା ପରି ଚାଲୁଛି

1 min
14.5K


ସମୟ ତ ଠିକ୍ ଏକା ପରି ଚାଲୁଛି

ହେଲେ କିଏ କିଏ କହୁଛି

ସମୟ ବଦଳି ଯାଇଛି

କାହିଁ କିଛି ତ ବଦଳିନି

ବୋଧେ ଦୁଃଖ ସୁଖ

ଦେହ ସୁହା ହେଇ ଗଲାଣି

ବାଲ୍ୟର ଚପଳତା ଯାହା ଟିକେ କମି ଗଲାଣି

କିଛି ସ୍ମୃତି ଖୁବ୍ ଦୂରକୁ ଚାଲି ଗଲାଣି

ଆଉ କିଛି ନୂଆ ପୁଣି ଯୋଡ଼ି ହେଲାଣି

ହଁ ବୋଧେ ସମୟ ବଦଳି ଗଲାଣି…||



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational