STORYMIRROR

Chitaranjan Behera

Abstract

2  

Chitaranjan Behera

Abstract

ସମ୍ପର୍କ

ସମ୍ପର୍କ

1 min
328

ସ୍ୱାର୍ଥ ଦୁନିଆରେ ସମ୍ପର୍କ ମୂଲ୍ୟ କେହି ବୁଝନ୍ତି ନାହିଁ

ପଇସା ପଛରେ ସଭିଏଁ ଧାନ୍ତି ଡେଭେଲୋପ କରିବା ପାଇଁ

ବାପା ପୁଅ ଏଠି ଶତ୍ରୁ ହୁଅନ୍ତି 

ଭାଇ ଭାଇ ରେ କଳି

ନାରୀ ଜାତି ଏଠି ସୁରକ୍ଷିତ ନୁହନ୍ତି 

ଛାତ୍ର ଶିଷ୍ୟ ମଧ୍ୟେ ଗାଳି

ମିଛ କଥା କହି ଲୁଟନ୍ତି ପଇସା 

ଗରିବ ଲୋକଙ୍କ ପାଖରୁ

ଠିକ୍ ସମୟରେ କେହି ନୁହେଁ କାହାର 

ଲୋକଙ୍କୁ ଭାବନ୍ତି ଗୋରୁ

କି ସମୟ ହେଲା କି କାଳ ଆସିଲା

ସମ୍ପର୍କ କୁ ଜାଣିଲେ ନାହିଁ

ପୁରାତନ ରେ ଯେପରି ଥିଲା 

ଏବେ ତାହା କାହିଁ

ଦୟା ବୋଲି ଯେଉଁ ଦୁଇଟି ଅକ୍ଷର ସର୍ବେ ଗଲେ ଭୁଲି

ସ୍ନେହ ମମତା ଦୟା ଓ ସମ୍ପର୍କ 

ଦୁନିଆରୁ ଗଲା ଚାଲି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract