STORYMIRROR

Priyanka Panda

Classics Others

4  

Priyanka Panda

Classics Others

ସଜ ହେଲା ଆଜି ମହାଧି ରାଜ

ସଜ ହେଲା ଆଜି ମହାଧି ରାଜ

1 min
10


ସୁରୁଜ ଲୋଡିଲେ ଦିନ କ୍ରାନ୍ତି ର ବିଶ୍ରାମ,

ମୋ ଧବଳ ବୁଢା ର ଆଳତି ସହ ହେଲା ମନ୍ତ୍ର ଉଚ୍ଚାରଣ

ସୁନ୍ଦରତା ରୂପ କୁ ଦେଖ,

ହେଲା ଏଥର ସଜବାଜ

କରିବ ପରା ସେ ପଞ୍ଚକ ଯାତ,

ଭିନ୍ନ ଭିନ୍ନ ରୂପ ଧାରୀ ଭକତ କୁ କରିବ ଭେଟ

 ଘଣ୍ଟ, ଘଣ୍ଟି ମାଜିବ ମାଦଳ ତାଳେ ତାଳେ ତା ନାଚେ ମନ ମୟୁର,

ନୀଳାଦ୍ରି ମେଘ ସାଜେ ନୀଳ ଆକାଶ

ହେ ରାଜଧି ରାଜ ଅମାର ଭଣ୍ଡାର, କରୁଣା ତୋହର 

ତୋ ଦ୍ୱାରୁ କେହି ଫେରି ନାହିଁ ନଭରି ତା ଶୂନ୍ୟ ଥାଳ ‌।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics