STORYMIRROR

Priyanka Panda

Classics Others

4  

Priyanka Panda

Classics Others

"ପ୍ରଭୁ ଧବଳେଶ୍ୱର ଙ୍କ ଅମୃତ ବାଣୀ "

"ପ୍ରଭୁ ଧବଳେଶ୍ୱର ଙ୍କ ଅମୃତ ବାଣୀ "

1 min
224


ଓଡିଶା ମାଟିରେ ଏକ ସ୍ଥାନ ପୂର୍ଣ୍ଣ କ୍ଷେତ୍ର ଭୂଇଁ,

ଯୋଉ ମାଟିରେ ଶାସନ କରେ ମୋ ଧବଳ ମଣି


ବାର ମାସରେ ତେର ପର୍ବ କରେ ସେ ଯାତ,

କାହୁଁ କାହୁଁ ଗୁହାରି ନେଇ ଆସନ୍ତି ତାହାରି ପାସ



କିପରି ସେ ରାଜା, ଜଳ ମଗ୍ନରେ ତା କିପରି ବାସ,

କହିଲେ ସରେ ନାହିଁ କଥା ତା ରାଜ ଉଆସ ||


ଚୋର କଲା କଳା ବର୍ଣ୍ଣ ର ଏପରି ଚିଜ,

ଜୀବନ ଭୟେ ପଶି ଥିଲା ତାହାରି ପାସ ||


ଆରେ ଭକ୍ତି ଅନ୍ତରେ ଗୁହାରି କଲା କି ସେ ଜପ,

କ୍ଷଣୀ କରେ ବଦଳାଇ ଦେଲା ବାଛୁରୀ ରୂପ ||



ଚୋର ଙ୍କୁ ହୋଇଲା ଦୃଶ୍ୟ ସ୍ପଷ୍ଟୀଙ୍କ ଲିଙ୍ଗ ରୁ ଏ କି ରଶ୍ମି ତେଜ,

ଶୂନ୍ୟ ବାଣୀ କାହୁଁ ବୋଇଲେ ଏହି କଥା ଯାଇ କହିବୁ ଚର୍ତୃପାଶ୍ୱ


ବିକ୍ଷ୍ୟାତ ସେ ଶିବଲିଙ୍ଗ ଯାହାଙ୍କ ଆଦ୍ରୀଭାବ ,

ଗୋଟି ଗୋଟି କରି ଗାଇବି ପ୍ରଭୁଙ୍କ ଗାଥା ବିଚିତ୍ର


   ଏତିକିରେ ଆଜି ରହିଲି କାଲି କି ଆସ 

      ଯାଅ ରେ ପିଲେ ଯେଝା ବାସ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics