STORYMIRROR

Priyanka Panda

Classics Others

4  

Priyanka Panda

Classics Others

ଗୋଟିଏ ରେ ଅନେକ କିଛି ଯାହା ଜୀବନ ସାଜିଛି

ଗୋଟିଏ ରେ ଅନେକ କିଛି ଯାହା ଜୀବନ ସାଜିଛି

1 min
16


ଯାହା ମୋ ଓଡିଶା ମାଟିର ପରିଚୟ,

ସୁନ୍ଦର ସୁନ୍ଦର କଳା କାରୁକାର୍ଯ୍ୟ,

ମାଟି ଭରା କାନ୍ଥ, ଶିଳ୍ପୀ ନୁହଁ ଯାହା ମୋ ମାଆ ହାତର ସେ ଅଙ୍କିତ,

ଯୁଗ ଯୁଗ ଧରି ପଢି ପରେ ପିଢ଼ି ଚାଲେ ସମୟ ସହିତ,

 

ଆସେ ଯେବେ ନୂତନ ବଧୂ ଚଢି ସେ ସଵାରୀ 

 ନାଚେ ସତେ କି ଇଦ୍ରଧନୁ ଢାଳି ମୁରୁଜ,


 ମାନବ ଜାତି ଯେ ଚଳଚଞ୍ଚଳ କର୍ମ ତା ଶ୍ରେଷ୍ଠ,

ପୂର୍ଣ୍ଣ ଆସେ ଏକ ଶୀତଳ ଜ୍ୟୋତି ସାଜି ଆଲୋକ,


ଏପରି ସ୍ଥାନ ଯେଉଁଠି ରତ୍ନ, ରୁପ୍ୟ, ସ୍ଵର୍ଣ ବିଦ୍ୟମାନ,

ଧରା ପୃଷ୍ଟ ପାଇଁ ବିନା ମୂଲ୍ୟରେ ବି ଅମୁଲ୍ୟ ବାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics