STORYMIRROR

Saroj Kumar Jena

Inspirational Children

3  

Saroj Kumar Jena

Inspirational Children

ଶୁଣ ଶୁଣ ମୋର କଥା

ଶୁଣ ଶୁଣ ମୋର କଥା

1 min
214

        ( ଦାଣ୍ଡି ବୃତ )

ଦରଦୀ କବି - ସରୋଜ କୁମାର ଜେନା

ଶୁଣ ମୋ କଥା ଭାଇ ଭଉଣୀ

ଅଗଷ୍ଟ ପନ୍ଦର ଆସିଲାଣି ।

ଉପରେ ନାରଙ୍ଗୀ ତଳେ ସବୁଜ

ମଝିରେ ଧଳା ସଙ୍ଗେ ଚକ୍ରରାଜ ।

କେ କହି ପାରିବ ନାଁ ତାହାର

ଉଡ଼ଇ ସିଏ ଫର ଫର ।

ତିନୋଟି ଅକ୍ଷରେ ସେ ରଙ୍ଗା

ନାମଟି ତାହାର ଅଟେ ତ୍ରିରଙ୍ଗା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational