STORYMIRROR

Manorama Mohanty

Abstract

2  

Manorama Mohanty

Abstract

ଶୁଣ ପିଲେ କଥା ପଦେ

ଶୁଣ ପିଲେ କଥା ପଦେ

1 min
2.6K


ଶୁଣ ପିଲେ କଥା ପଦେ 

       କହୁଛି ମୁଁ ସାଦରେ 

ଗୁରୁଜନ କଥା ମାନି 

      ବୋଲ କର ଆଦରେ |

କୁଆ ନ ରାବୁଣୁ ଉଠି 

     ନିତ୍ୟକର୍ମ ସାର 

ପଢାବହି ପାଖେ ବସି 

     ମନ ଦେଇ ପଢ଼ |

ମାଆ ଯାହା ବାଢି ଦେବେ 

     ଖାଇଦବ ଖୁସି ରେ 

ବିଦ୍ୟାଳୟ ଯାଅ ନିତି 

      ସଦା ହସି ହସି ରେ |

କଳି ଗୋଳ ଲାଗନାହିଁ 

      ସାଙ୍ଗ ସାଥୀ ମେଳରେ 

ଉଚ୍ଚ ନୀଚ୍ଚ ଭାବନାହିଁ 

  . .. ..ଆମେ ସବୁ ଏକ ରେ |

ଵୟୋଜ୍ୟେଷ୍ଟେ ଭକ୍ତି କର 

  ...... କୁହ ସତ କଥା ଟି 

ମିଠା କଥା କହି ତୋଷ 

      ସଭିଙ୍କର ମନ ଟି |

ଗୁରୁ ଙ୍କର କଥା ଶୁଣ 

      ହୁଅ ବଡ଼ ମଣିଷ 

ତୁମ ଲାଗି ଦେଶ ଦିନେ 

     ଦେଖାଇବ ପୌରଷ 



Rate this content
Log in

Similar oriya poem from Abstract