STORYMIRROR

Manorama Mohanty

Others

3  

Manorama Mohanty

Others

କ୍ଷମା କରିଦିଅ କ୍ଷମାସାଗର

କ୍ଷମା କରିଦିଅ କ୍ଷମାସାଗର

1 min
136


ଦୋଷ ମୋର ସବୁ 


ଭୁଲି ଯାଅ ପ୍ରଭୁ 


ଜାଣିଶୁଣି କିଛି କରିନି କ୍ଷଣେ 


ଅଜ୍ଞାନ ଅବୋଧ 


ଅକିଞ୍ଚନ ମୁହିଁ 


ଅପରାଧ ମୋର ନ ଧର ମନେ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍