STORYMIRROR

Pramod Kumar Jena

Comedy

2  

Pramod Kumar Jena

Comedy

ଶସ୍ତା କବିତା - 15

ଶସ୍ତା କବିତା - 15

1 min
2.6K


ଚାଲାକ ହେଲେଣି         ପାନ ଦୋକାନିଆ

ଖବର କାଗଜ ରଖି

କେତେ ରାଜନୀତି             କରୁଥାଅ ପଢି

ଚାହା ପାନ ଚାଖି ଚାଖି

ପ୍ରମୋଦ କୁମାର ଜେନା ©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy