STORYMIRROR

ABADHOOT PANDA

Classics

1  

ABADHOOT PANDA

Classics

ଶ୍ରୀ ଜଗନ୍ନାଥ ଧାମ ଓଡ଼ିଶା।

ଶ୍ରୀ ଜଗନ୍ନାଥ ଧାମ ଓଡ଼ିଶା।

1 min
192

ଶ୍ରୀ ଜଗନ୍ନାଥ ଧାମ ଓଡ଼ିଶା। କଳା ଓ ସଂସ୍କୃତିରେ ପରିପୂର୍ଣ୍ଣ।ଅଧୁନା ସମସ୍ତ ଉତ୍କଳୀୟ

କଳାକାରଗଣ ଚଳଚିତ୍ର ମାଧ୍ଯମରେ ନିଜ ନିଜର କଳାକୃତି ସର୍ବସାଧାରଣଙ୍କ ସମ୍ମୁଖରେ ପରିବେଷଣ କରିବାକୁ ପସନ୍ଦ କରୁଛନ୍ତି। ଓଲିଉଡ୍ ସମସ୍ତ ଓଡ଼ିଆ କଳାକାରମାନଙ୍କର ପ୍ରତିଭାକୁ ବିଶ୍ୱର ସମସ୍ତ ନାଗରିକମାନଙ୍କୁ ମହାଶୂନ୍ଯଜାଲରେ ଗୁନ୍ଥି ପ୍ରେରଣ କରିବାରେ ଆଜି ସଫଳତା ଲାଭ କରିଅଛି।ଜଗନ୍ନାଥ ମହାପ୍ରଭୁ ସଂକଟ ହରଣ କରି ବିଶ୍ୱବାସୀଙ୍କ ଚିର ମଙ୍ଗଳ ସାଧନ କରନ୍ତୁ। ॐ ଶାନ୍ତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics