STORYMIRROR

Ashutosh Chaudhury

Tragedy

2  

Ashutosh Chaudhury

Tragedy

ଶୋଷ

ଶୋଷ

1 min
160

ଯଦିଓ 

ହୋଇସାରିଲାଣି ତଳିତଳାନ୍ତ  

କିନ୍ତୁ ଆଜିଯାଏଁ ତୁମକୁ କେବେ ଦେଇନାହିଁ ଦୋଷ 

ତଥାପି 

ତୁମେ କରି ଚାଲିଛ ଚକ୍ରାନ୍ତ 

ବୋଧହୁଏ ମୋ ମୃତ୍ୟୁରେ ହିଁ ତୁମର ମେଣ୍ଟିବ ଶୋଷ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy