STORYMIRROR

Ashutosh Chaudhury

Abstract Romance Classics

2  

Ashutosh Chaudhury

Abstract Romance Classics

ଦୋଷ କାହାର?

ଦୋଷ କାହାର?

1 min
132

ଆଜି ମୁଁ ନିଜେ ହିଁ ତ ଦାୟୀ ମୋର ଏହି ଅବସ୍ଥା ପାଇଁ

କିଛି ଲାଭ ନାହିଁ ତା ଉପରେ ସବୁ ଦୋଷ ଲଦି ଦେଇ

ସେ ମୋତେ କହିଥିଲା କୌଣସି ବାଧ୍ୟ ବାଧକତା ନାହିଁ

ଛାଡିଦିଅ, ବଞ୍ଚିବି ବାକି ଜୀବନ ମୋ ଭାଗ୍ୟକୁ ନେଇ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract