STORYMIRROR

Chittaranjan Lenka

Inspirational

2  

Chittaranjan Lenka

Inspirational

ଶିକ୍ଷା

ଶିକ୍ଷା

1 min
13.2K


ପିତୃ କାର୍ଯ୍ୟ ପଛେ  ଡେରି ହୋଇଯାଉ

ରାଜ କାର୍ଯ୍ୟ ଆଗେ କର

ଏହି ଶିକ୍ଷା ମୋତେ ବାପା ଦେଉଥିଲେ

କେବେଠୁ ସେ ହେଲେ ପର


ବୋଉ ମୋତେ ଖାଲି  ଶିଖେଇ ଦେଇଛି

ଗୋଟିଏ ମହତ ଦାନ

ମମତା ବନ୍ଧନ      ସବୁଠାରୁ ଶ୍ରେଷ୍ଠ

ଭୁଲିବୁନି କେଉଁ ଦିନ


ଚିତ୍ତ ରଞ୍ଜନ ଲେଙ୍କା (କଟକ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational