STORYMIRROR

Subhadarsini Sahoo

Drama

3  

Subhadarsini Sahoo

Drama

ଶୀତ ଗୀତ

ଶୀତ ଗୀତ

1 min
146

ବିଛାଇ ପଡିଛି ସ୍ଵର୍ଣ୍ଣିମ କିରଣ ପ୍ରକୃତି ହରିଦ୍ରା ରୂପ 


ଶୀତୁଆ ସକାଳେ ମୀନ ନିଶା ଭୁଲି ବକ କରେ ମହା ତପ |


ବାଃ କି ମଜା ପହିଲା ଶୀତୁଆ ପହିଲି ନୂଆ ପରଶ 


ଶୋଇବାରେ ସୁଖ ଖାଇବାରେ ସୁଖ ଏମିତି ଏ ଶୀତ ସ୍ପର୍ଶ |


Rate this content
Log in

Similar oriya poem from Drama