STORYMIRROR

ସତ୍ୟରଞ୍ଜନ ଦାସ

Tragedy

3  

ସତ୍ୟରଞ୍ଜନ ଦାସ

Tragedy

ଶୀର୍ଷକ -: ସ୍ମୃତି

ଶୀର୍ଷକ -: ସ୍ମୃତି

1 min
189

ସ୍ମୃତିର ବିଶାଳ ସମୁଦ୍ରତୀରେ

ମନର କୋଣ ଅନୁକୋଣରେ

ବନ୍ଧୁ ସଦା ତୁମେ ରହିଛ !


ଆକାଶର ନୀଳରଙ୍ଗେ

ପୃଥିବୀର ସବୁଜ ଗାଲିଚାରେ

ସଦା ତୁମେ ହସୁଛ !


ଉଙ୍କିମାରେ ଆଜି ମୋର ମନେ

ସ୍ମୃତିର ପ୍ରତିକ୍ଷଣେ

କେଜାଣି...


ପୁଣି କେବେ ଦେଖା ହେଉଛ !



Rate this content
Log in

Similar oriya poem from Tragedy