Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyaranjan Das

Romance

3  

Satyaranjan Das

Romance

ଏ ରାତି ସରି ନାହିଁ

ଏ ରାତି ସରି ନାହିଁ

1 min
11.8K


ନୀଳ ସାଗର ଠାରୁ ସୁନ୍ଦର ମୋ ପ୍ରିୟା

ହସ ତାର ପଦ୍ମ ଫୁଲ,

ନୀରବ ମୁଖରେ ଶୁଖିଲାଟା ଓଠ

ରାଗିଗଲେ ଲାଗେ ଭଲ !


ମନ ହୁଏ ଯେବେ ଅଭିମାନ କରେ

ତା'ର କାରଣ ମୁଁ ଖୋଜି ପାରେନା,

ବେଳେବେଳେ ସେ ଏତେ ଭଲ ପାଏ

ଯାହା ମୁଁ କଳ୍ପନା କରି ପାରେନା !


ରାତି ସରି ଯାଏଁ

ସ୍ମୃତି ସରେ ନାହିଁ l


ରାତି ସରି ଯାଏଁ

ସ୍ମୃତି ସରେ ନାହିଁ,

ସରେ ନାହିଁ ଆମ ପ୍ରେମ l


ମୋ ପ୍ରିୟା ଥାଉ ଥାଉ

ଏ ସୁନ୍ଦର ଭୂମଣ୍ଡଳରେ

ଅଜଣା ବାଟେ କି କାମ !!!



Rate this content
Log in