STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ଶେଷବନ୍ଧୁ

ଶେଷବନ୍ଧୁ

1 min
11.9K

ଯାହା ବାଟରେ ଯିଏ 

ଭାଗ୍ୟ ନେଇକି ଥାଏ 

ସ୍ବପ୍ନ ବୁଣିବା ପାଇଁ 

କେତେ କିଏ ସଫଳ ହୁଏ 

ଅବା ଵିଫଲତା ଶିଖାଇ ଥାଏ 

ପଛକୁ ଲେଉଟି କିଏ ବି ଚାହେଁ

 ଚିନ୍ହା ବାଟରେ ଅଚିନ୍ହା ବାଟୋଇ ଟିଏ 

କର୍ମଫଳ ଭାଗ୍ୟଫଳ ଏକା ନୁହେଁ 

କିଏ କେବେ ତ କହେ 

କର୍ମ ଭିତରେ ରହେ ଯିଏ 

ହଉ ବିଳମ୍ବ, ସଫଳତା ନିଶ୍ଚେ ପାଏ 

ହେଲେ ବେଳେ ବେଳେ ଭାଗ୍ୟ ଡରାଇଦିଏ 

କେବେ ଭାଗ୍ୟ ଆଗେ ହାରିଯିବାକୁ ହୁଏ 

ଭାଗ୍ୟ ରେ ଥିଲା କହି କେ ପାରିହୁଏ 

ପୁଣି ତମକୁ ଘାରିହୁଏ, ତମେ ଶେଷ

ବନ୍ଧୁ ଶେଷ ନିଶ୍ୱାସର ଆଶ୍ୱାସଟିଏ 

ଜଗନ୍ନାଥ ମହାପ୍ରଭୁ ଆମ ସଂସ୍କୃତିର 

ଚିନ୍ତା ଚେତନାର ପ୍ରତୀକ ସିଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational