STORYMIRROR

Prasanta Mahapatra

Romance

2  

Prasanta Mahapatra

Romance

ଶାଶ୍ୱତ ପ୍ରେମ- ଏଇ ତୁମେ ଫେରିବକି

ଶାଶ୍ୱତ ପ୍ରେମ- ଏଇ ତୁମେ ଫେରିବକି

1 min
2.6K


ଏଇ ଦେଖ ଚାହୁଁଚାହୁଁ 

କେତେ ବର୍ଷ ବିତିଗଲାଣି

କାଲି ପରି ଲାଗୁଛି ନା

ଆମର ସେ ମିଛି ମିଛି

କଥା ଦିଆ ନିଆ..... ॥

ଲୁଚା ଛପା ଦେଖା

ଖନେଇ ଖନେଇ କଥା

ଆଉ ଲାଜେଇ ଚହାଣୀ

ତୋ ବୋଉର ସେ

ଭୟ ମିଶା ଆଖି

ଆଜି ବାହୁତ ମନେପଡେ.....॥

ଏଇ ସମୟରେ ଆରମ୍ଭ

ତୋ ସହ ପ୍ରେମ

ଗୋଲାପି ଗୋଲାପି ଦେହ

ଆଉ ସ୍କୁଲ ପୋଷାକ

ବାଃ... କି ସୁନ୍ଦର......॥

*......କ୍ରମଶଃ( କାଲିକୁ)*

    *ପ୍ରଶାନ୍ତ ମହାପାତ୍ର*

*ରମାବିଲି, ଜଙ୍କିଆ, ଖୋରଧା*

     *୭୮୯୪୬୬୮୩୫୬*


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance