STORYMIRROR

Reeta aparajeeta Mohanty

Romance Tragedy

2  

Reeta aparajeeta Mohanty

Romance Tragedy

ସେଇ ଗୋଟିଏ ଦେଖା

ସେଇ ଗୋଟିଏ ଦେଖା

1 min
128

ସେଇ ଗୋଟିଏ ଦେଖା ।

ତୁମର କିଛି ମନେନାହିଁ।

ମୁଁ କିଛି ଭୁଲିନି

ତୁମେ ମତେ ମୁଦି ଦେଇ

ଜାଣି ଜାଣି ଭୁଲିଗଲା

ନା ଋଷିଙ୍କ ଅଭିଶାପ

ତା ବି ଜାଣେନି।

ପ୍ରଥମ ମିଳନ

ପ୍ରଥମ ପ୍ରେମ କଣ ପାଇଁ ଭୁଲିହୁଏନି

ମୁଁ ବି ତା ବି ଜାଣେନି

ଅପେକ୍ଷା କେବଳ

ଅପେକ୍ଷା କରୁଛି

ଜାଣେନି ଏ ପରୀକ୍ଷା

ଶେଷ କେବେ

କୁହ ପ୍ରଭୁ ମୋ ଆଖି ର ଆଶା ଫୁଲ ଫୁଟିବ କି ନା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance