STORYMIRROR

Manash ranjan Pattanayak

Romance

2  

Manash ranjan Pattanayak

Romance

ସ୍ବର୍ଗ ସବାରି

ସ୍ବର୍ଗ ସବାରି

1 min
417

ଜଳୁଥିବ ସେଠି ଶେଷ ଅଗ୍ନି ମୋର ପାଗଳିନୀ ହେବ ପ୍ରିୟା 

ଶଂଖା ଓ ସିନ୍ଦୁର କିଣି ରଖିଥିଲା ସରାଗରେ ମୋର ମାଆ

ସେ ଅତୀତ ଆଜି ଅପାସୋରା ହେଲା ଦଇବ ହେଲା ବଇରୀ 

ମୋ ପ୍ରେମ ବଗିଚା ଖୁସି ହୋଇଥିଲା ସାଜିଥିଲା ସେ ମୟୂରୀ 

ଅଧା ବାଟ ଚଲା ଅଧୂରା ରହିଲା ଲଗାଇଲୁ କାହିଁ ମାୟା

ଦିନେ କହିଥିଲା ତୁମେ ଚାଲିଗଲେ ବଂଚିବି ମୁଁ କାହା ବିନା

ଦରକାର ନାହିଁ ଧନ ଆଭୁଷଣ ତୁମେ ମୋ ହୃଦର ସୁନା

ଠକିଦେଇ ଯାଏ ସ୍ବର୍ଗ ସବାରିରେ ଜୁଈରେ ଲାଗିବ ନିଆଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance