Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Alok Kumar das

Tragedy

3.5  

Alok Kumar das

Tragedy

ସାଗର ମନର ବ୍ୟଥା..

ସାଗର ମନର ବ୍ୟଥା..

1 min
22


କହିଥିଲା ନଈ ନିଶ୍ଚୟ ଫେରିବ 

ସାଗରେ ମିଶିବା ପାଇଁ, 

କେଜାଣି କେମିତି ବାଟବଣା ହୋଇ 

କେଉଁ ଆଡେ ଗଲା ବହି ||

ସାଗର ଚାହିଁଛି ତାର ବୁକୁ ଖୋଲି 

କେବେତ ଫେରିବ ସେହି, 

ଫେନିଳ କରିବ ତାହାର ହୃଦୟ 

ନିଜ ମୃଦୁ ସ୍ପର୍ଶ ଦେଇ ||

ପୋହଳା ମୁକ୍ତାର ସମ୍ଭାର ଆଜି 

ସାଗର ମଧ୍ୟରେ ଫିକା, 

ମୁହାଣ ମୁହଁର ଚୋରାବାଲି କହେ 

ସାଗର ମନର ବ୍ୟଥା ||

ସାଗର ମନର ବ୍ୟଥା || 


Rate this content
Log in

Similar oriya poem from Tragedy