STORYMIRROR

Siddhartha Kumar Muduli

Fantasy

2  

Siddhartha Kumar Muduli

Fantasy

ସ୍ୱପ୍ନ

ସ୍ୱପ୍ନ

1 min
2.8K


ପ୍ରେମର ତରଙ୍ଗ ଖେଳିଛି ମୋ ପ୍ରିୟା ଦେହେ ଆଜି..

ଇନ୍ଦ୍ରଧନୁର ସାତ ରଙ୍ଗକୁ ଶାଢ଼ୀ ସେ କରି ପିନ୍ଧିଛି..

ସୂର୍ଯ୍ୟଦୋୟର ରକ୍ତିମ ଆଭାରେ ମୋ ପ୍ରିୟା ଅଳତା ନାଁଇଛି..

ପୂର୍ଣ୍ଣିମା ଚନ୍ଦ୍ରର ଉଜ୍ଜଳତାରେ ପ୍ରିୟା ମୋ ଭାରି ହସୁଛି..

ସେ ମୁଖ ଦେଖି ପୁଲକ ମନେ ଭରିଛି..

ସାରା ଦୁନିଆ ଜାଣିବ ଆଜି ହୄଦୟ ସେ ମୋତେ ଦେଇଛି..

ଏ ସବୁ ଅଟେ ସ୍ୱପ୍ନ ମୋର,ଶୋଇ ଶୋଇ ମୁଁ ଭାବୁଛି... ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy