STORYMIRROR

Siddhartha Kumar Muduli

Inspirational

2  

Siddhartha Kumar Muduli

Inspirational

ଜନ୍ମଦାତା ଜନ୍ମଦାତ୍ରୀ

ଜନ୍ମଦାତା ଜନ୍ମଦାତ୍ରୀ

1 min
14.2K


ଜଗତର ଯେତେ ଜୀବ, ସବୁ ପ୍ରଭୂ ତୁମ ଦାନ

କ୍ଷଣସ୍ଥାୟୀ ଏ ଜୀବନ, ପାଣି ଫୋଟକାର ସମ

ସୂର୍ଯ୍ୟ, ଚନ୍ଦ୍ର, ତାରା ସବୁ ତୁମ ସୃଷ୍ଟିର ଚମତ୍କାର

ଅନୁମତି ବିନା ତୁମ ହୁଏ ନାହିଁ ଏଠି ଦିବାରାତ୍ର,

ତୁମ ବିନା ନାହିଁ ମୋର ଅନ୍ୟଗତି,ଭାବ ନାହିଁ ତୁମେ ଜଗତପତି

ମୋ ଜୀବନେ ଅଛନ୍ତି, ଅନ୍ୟ ଦେବା ଦେବୀ,

ଜାଣିବାକୁ ଚାହଁ ତୁମେ,ଜାଣିବାକୁ ଚାହଁ ତୁମେ

ଅନ୍ୟ କେହି ନୁହେଁ,ଅଟନ୍ତି ମୋ ଜନ୍ମଦାତା ଜନ୍ମଦାତ୍ରୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational